ଆସୁଛନ୍ତି ନନ୍ଦଲାଲା: ସଜେଇ ହେଲାଣି ମଠ, ମନ୍ଦିର

ଭୁବନେଶ୍ୱର: ଆସୁଛନ୍ତି ନନ୍ଦନନ୍ଦନ। ଖାସ୍‌ ଏଥିପାଇଁ ଉତ୍ସବ ମୁଖର ହୋଇଗଲାଣି ସାରା ସହର। କଳାକହ୍ନେଇଙ୍କ ସ୍ୱାଗତ ପାଇଁ ମଠ ମନ୍ଦିର ବି ସଜେଇ ହେଲାଣି। ଖାଲି ଯାହା ପ୍ରଭୁଙ୍କ ଆଗମନକୁ ଅପେକ୍ଷା। ଗୃହୀ ମତରେ ଜନ୍ମାଷ୍ଟମୀ ଶୁକ୍ରବାର ପାଳନ କରାଯାଉଥିବା ବେଳେ ବୈଷ୍ଣବ ମତରେ ପ୍ରଭୁଙ୍କ ଜନ୍ମୋତ୍ସବକୁ ଶନିବାର ଦିନ ଧରାଯାଉଛି। କିଛି କିଛି ସ୍ଥାନରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ତ’ ଆଉ କେଉଁଠି ମାଖନ ମିଶ୍ରି ବଣ୍ଟନର ଯୋଜନା … Continue reading ଆସୁଛନ୍ତି ନନ୍ଦଲାଲା: ସଜେଇ ହେଲାଣି ମଠ, ମନ୍ଦିର